ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଜନସଂଖ୍ୟାରେ ସଂଖ୍ୟାଧିକ ଏକତ୍ରୀକରଣ ଥିବା ଓଡ଼ିଶା ରାଜ୍ୟ ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ସର୍ବଶେଷ ୨୦୧୧ ଜନଗଣନା ଅନୁଯାୟୀ, ଅନୁସୂଚିତ ଜନଜାତି ଜନସଂଖ୍ୟା ଦୃଷ୍ଟିରୁ ଏହା ତୃତୀୟ (ସାଂଖିକ) ସ୍ଥାନରେ ଥିବାବେଳେ ଦେଶର ଅନୁସୂଚିତ ଜାତି ଜନସଂଖ୍ୟା ଦୃଷ୍ଟିରୁ ଏହାର ସ୍ଥିତି ଏକାଦଶ (ସାଂଖିକ) ଅଟେ…